୩୧୫ ଗ୍ରାମ ବ୍ରାଉନଶୁଗର ଜବତ୍, ଜଣେ ଗିରଫ

 କଟକ : ୩୧୫ ଗ୍ରାମ ବ୍ରାଉନଶୁଗର ଜବତ୍ । କଟକ ମଙ୍ଗୁଳି ଅଞ୍ଚଳରେ ପେଟ୍ରୋଲିଂ ବେଳେ ଧରିଲା ଅବକାରୀ ଫ୍ଲାଇଙ୍ଗ ସ୍ଵାଡ । ଜବତ୍ ନିଶା ଦ୍ରବ୍ୟର ଆନୁମାନିକ ମୂଲ୍ୟ ୩୧ ଲକ୍ଷ ୫୦ ହଜାର ଟଙ୍କା । ସରଳ ସେଠ ନାମକ ବ୍ୟକ୍ତି ଙ୍କୁ ଗିରଫ କଲା ଅବକାରୀ ସ୍କ୍ୱାର୍ଡ । ବାଲେଶ୍ଵରରୁ ଅନୁଗୋଳ ଚାଲାଣ ହେଉଥିଲା ବ୍ରାଉନସୁଗର।