ମୟୂରଭଞ୍ଜ ଉଦଳା ବସଷ୍ଟାଣ୍ଡରୁ ୪ଶିଶୁ ଶ୍ରମିକ ଉଦ୍ଧାର, ୨ମହିଳାଙ୍କ ସମେତ କାର୍ ଚାଳକ ଅଟକ

ମୟୂରଭଞ୍ଜ: ମୟୂରଭଞ୍ଜ ଉଦଳା ବସଷ୍ଟାଣ୍ଡରେ ୪ଶିଶୁ ଶ୍ରମିକ ଉଦ୍ଧାର । ଶିଶୁ ଚାଲାଣ ଅଭିଯୋଗରେ ୨ମହିଳାଙ୍କ ସମେତ ଏକ କାର ଏବଂ କାର ଚାଳକକୁଙ୍କୁ ଥାନାରେ ଅଟକ ରଖାଯାଇଛି ।

ଶିଶୁ ଶ୍ରମିକଙ୍କୁ ର୍ତିତୋଲ ଅଂଚଳର ଇଟାଭାଟିକୁ ନିଆଯାଉଥିବା ଜଣାପଡିଛି । ଉଦ୍ଧାର ଶିଶୁ ଶ୍ରମିକଙ୍କ ମଧ୍ୟରେ ୩ ଜଣ ନାବାଳିକା ଓ ଜଣେ ନାବାଳକ ରହିଛନ୍ତି ।

Leave A Reply

Your email address will not be published.