କରଞ୍ଜିଆ ପୋଲିସକୁ ବଡ ସଫଳତା: ୪ କୋଟି ଟଙ୍କାର ବଜ୍ରକାପ୍ତା କାତି ଜବତ, ୧୫ଅଟକ

କରଞ୍ଜିଆ(କେନ୍ଯୁଜ୍): କରଞ୍ଜିଆ ପୋଲିସକୁ ବଡ ସଫଳତା। କରଞ୍ଜିଆ ଗୋଲେଇ ବାଇପାସ ନିକଟରେ ବେଆଇନ ବଜ୍ରକାପ୍ତା କାତି କାରବାର ବେଳେ ଚଢାଉ କଲା କରଞ୍ଜିଆ ପୋଲିସ। ବିପୁଳ ପରିମାଣର ବଜ୍ରକାପ୍ତା କାତି ଜବତ କରାଯାଇଛି। ବଜ୍ରକାପ୍ତା କାତିର ଆନୁମାନିକ ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଜବତ କାରବାରରେ ଲିପ୍ତ ଥିବା ପାଖାପାଖି ୧୫ଜଣଙ୍କୁ ଅଟକ ରଖିଛି ବନ ବିଭାଗ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.