ଦର୍ଶନ ସାରି ବଡ଼ଦାଣ୍ଡରେ ବସିଥିବାବେଳେ ଧକ୍କା ଦେଲା ପିକଅପ ଭ୍ୟାନ୍, ୪ ଆହତ

ପୁରୀ(କେନ୍ୟୁଜ): ପୁରୀ ବଡ଼ଦାଣ୍ଡରେ ପିକଅପ ଭ୍ୟାନ ଧକ୍କାରେ ୪ ଆହତ । ଗୁରୁତର ବୈଜୟନ୍ତ ସାହୁ,ଗିରି ସାହୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆହତ ଅନୁଗୁଳ ଜିଲ୍ଲା ଲୁହାମୁଣ୍ଡା ଅଞ୍ଚଳର ଭକ୍ତ । ଦର୍ଶନ ସାରି ବଡ଼ଦାଣ୍ଡରେ ବସିଥିବାବେଳେ ପିକଅପ ଭ୍ୟାନ ଧକ୍କା ଦେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.