ଗଜପତି: ନାବାଳିକାକୁ କମେଣ୍ଟମରା ଘଟଣାରେ ୫ ଅଭିଯୁକ୍ତ ଗିରଫ

ଗଜପତି :ଗଜପତି ଅଡବା ଥାନା ନୂଆସାହି ଅଞ୍ଚଳରେ ନାବାଳିକାକୁ କମେଣ୍ଟମରା ଘଟଣାରେ ୫ ଅଭିଯୁକ୍ତ ଗିରଫ। ଗତ ସୋମବାର ବ୍ରହ୍ମପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବୈଦନାଥପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଭିଡିଓରେ ଥିବା ଚିତ୍ର ଓ ମାଡ଼ ଖାଇଥିବା ଯୁବକକୁ ଭିତ୍ତିକରି ପୋଲିସ ସମସ୍ତଙ୍କୁ ଗିରଫ କରିଛି। ଗିରଫ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.