ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ କରି ହତ୍ୟା ଉଦ୍ୟମ, ସୁପାରୀ ଦେଇଥିବା କଣ୍ଟ୍ରାକ୍ଟର ସହ ୫ ଗିରଫ
ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ କରି ହତ୍ୟା ଉଦ୍ୟମ । ସୁପାରୀ ଦେଇଥିବା କଣ୍ଟ୍ରାକ୍ଟର ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କୁ ମଧ୍ୟରୁ ୪ ଜଣ ପେସାଦାର ଅପରାଧୀ ଥିବା ଜଣାପଡ଼ିଛି ।

ଭୁବନେଶ୍ୱର(କେନ୍ୟୁଜ୍) : ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ କରି ହତ୍ୟା ଉଦ୍ୟମ । ସୁପାରୀ ଦେଇଥିବା କଣ୍ଟ୍ରାକ୍ଟର ସହ ୫ ଜଣଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କୁ ମଧ୍ୟରୁ ୪ ଜଣ ପେସାଦାର ଅପରାଧୀ ଥିବା ଜଣାପଡ଼ିଛି ।
ଗତ ୧୭ତାରିଖ ରାତିରେ ଦୁର୍ଯୋଧନ ନାୟକ ଓରଫ ଟୁଆଁ ଉପରକୁ ହୋଇଥିଲା ବୋମା ମାଡ଼ ହୋଇଥିଲା । କାର କ୍ଷତିଗ୍ରସ୍ତ ହେବା ସହ ଗୁରୁତର ଆହତ ହୋଇଥିଲେ ଟୁଆଁ । ପାରାଦୀପର ଜଣେ କଣ୍ଟ୍ରାକ୍ଟର ବିଜୟ ଭରତ ମହାପାତ୍ରଙ୍କ ସହ ଟୁଆଁର ବ୍ୟବସାୟିକ ଶତ୍ରୁତା ଥିବା ତଦନ୍ତରୁ ଜଣାପଡିଛି