ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି
ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ୫ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର। ଜାନୁୟାରୀ ମାସରୁ ପିଛିଲା ଲାଗୁ ହେବାକୁ ଘୋଷଣା କରାଯାଇଛି। ୭ମ ବେତନ କମିଶନଙ୍କ ଆଧାରରେ ଭତ୍ତା ବୃଦ୍ଧି ହୋଇଛି।