କମିଶନରେଟ ପୋଲିସ ପଞ୍ଝାରେ ୫ ଲୁଟେରା ଗ୍ୟାଙ୍ଗ, ବିପୁଳ ପରିମାଣର ସୁନା ସମେତ ୮ଟି ମୋବାଇଲ ଓ ବାଇକ୍‌ ଜବତ

ଭୁବନେଶ୍ୱର (କେନ୍ୟୁଜ୍‌): କମିଶନରେଟ ପୋଲିସ ପଞ୍ଝାରେ ଲୁଟେରା ଗ୍ୟାଙ୍ଗ। ଗ୍ୟାଙ୍ଗର ୫ ଜଣଙ୍କୁ ଧରିଲା ପୋଲିସ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ସମେତ ୮ଟି ମୋବାଇଲ ବାଇକ୍‌ ଜବତ ହୋଇଛି। ଗିରଫଙ୍କ ମଧ୍ୟରେ ୨ କୁଖ୍ୟାତ ଲୁଟେରା ଓ ୩ ଜଣ ଚୋରା ସାମଗ୍ରୀ କ୍ରେତା ଅଛନ୍ତି।

ଗିରଫ ଲୁଟେରାଙ୍କ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ନିଛାଟିଆ ସ୍ଥାନରେ ପିଛା କରି ଏମାନେ ଲୁଟ୍‌ କରୁଥିଲେ । ଲୁଟେରାମାନେ ଚକରା ଗ୍ୟାଙ୍ଗର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.