କିଟ୍ ସ୍କୁଲ ଅଫ୍ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସ-KFMSର ୫ ଛାତ୍ରଙ୍କୁ ଆଓ୍ଵାର୍ଡ, ଫିଲ୍ମ ନିର୍ମାଣ ପାଇଁ ମିଳିଛି IPRISM ଆଓ୍ଵାର୍ଡ

କିଟ୍ ସ୍କୁଲ ଅଫ୍ ଫିଲ୍ମ ଆଣ୍ଡ ମିଡିଆ ସାଇନ୍ସ-KFMSର ୫ ଛାତ୍ରଙ୍କୁ ଆଓ୍ଵାର୍ଡ । ଫିଲ୍ମ ନିର୍ମାଣ ପାଇଁ ମିଳିଛ IPRISM ଆଓ୍ଵାର୍ଡ । ଟପ୍ ୧୦ ଆଓ୍ଵାର୍ଡ ମଧ୍ୟରୁ KFMSକୁ ୫ଟି ଆଓ୍ଵାର୍ଡ ପ୍ରଦାନ କରାଯାଇଛି । ସେମାନେ ହେଲେ ହିମାଂଶୁ କୌଟିଲକର୍, ତୌଫିକ୍ ରେହମାନ, ପୁରୀ ପ୍ରିୟମ୍, ଅଙ୍କିତ ପଟ୍ଟନାୟକ ଓ ଅର୍ଣ୍ଣବ ମଣ୍ଡଳ ।