କେନ୍ଦୁଝର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇରହିଛିି। କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨ଶହ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ଖୋଲାଯାଉଛି । ତେବେ କେନ୍ଦୁଝର ଜିଲ୍ଲା ଯୋଡାରେ ମଧ୍ୟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଟାଟା ଷ୍ଟିଲ ସହାୟତାରେ ୫୦ଶଯ୍ୟା ବିଶିଷ୍ଟ ହସ୍ପିଟାଲ ତିଆରି କରାଯାଇଛି । ଏହି ହସ୍ପିଟାଲ୍ରେ ଅକ୍ସିଜେନ୍ ପାଇପ୍ ଲାଇନର ସୁବିଧା ସହ ୫ଟି କ୍ରିଟିକାଲ ବେଡ୍ ଓ ୪ଟି ଭେଣ୍ଟିଲେଟରର ବ୍ୟବସ୍ଥା ରହିଛି । ଏହାସହ ଟାଟା ଷ୍ଟିଲର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଥିବା ଡ. ଏ.କେ ରାୟ ସୂଚନା ଦେଇଛନ୍ତି ।
ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଆଜି ଭୋର୍ ସମୟରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି । ଏଠାରେ ରାସ୍ତା ପାର୍ଶ୍ୱ…
ଭୁବନେଶ୍ୱର (କେନ୍ୟୁଜ): ଶପଥ ସମାରୋହ ପାଇଁ ଭୁବନେଶ୍ବର ଆସୁଛନ୍ତି ବହୁ ଭିଭିଆଇପି । ଏଥିପାଇଁ କଡ଼ା ସୁରକ୍ଷା ବଳୟରେ ଭୁବନେଶ୍ବର…
ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ଭୁବନେଶ୍ୱର (କେନ୍ୟୁଜ): ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ…
ଭୁବନେଶ୍ୱର (କେନ୍ୟୁଜ); ଓଡ଼ିଶାରେ ସରିଲା ନବୀନ ଯୁଗ । ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ମୁଖ୍ୟମନ୍ତ୍ରୀ ଥିବା ନବୀନ ଏବେ…
ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍…