ନଡ଼ିଆ କତାରୁ ୫୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ, ୩ ଗିରଫ

ଗଜପତି: ଗଞ୍ଜେଇ ଚାଲାଣର ଅଭିନବ ଚାଲ୍‌। ନଡ଼ିଆ କତାରେ ହେଉଥିଲା ଚାଲାଣ। ଖବର ପାଇ ଲାଞ୍ଜିପାଲି ବାଇପାସରେ ପାଟ୍ରୋଲିଂ କରୁଥିବାବେଳେ ୧୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କଲା ବ୍ରହ୍ମପୁର ଅବକାରୀ ବିଭାଗ ।

ଗଜପତି ଜିଲ୍ଲା ଅନ୍ତର୍ଗତ ଅନ୍ତରଭାରୁ ଆସୁଥିବାବେଲେ ବ୍ରହ୍ମପୁରରୁ ଧରାପଡିଥିଲା। । ଟ୍ରକ୍‌ ସହ ଗୋଟିଏ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା। ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.