ନବରଙ୍ଗପୁର ଜିଲ୍ଲା ରାଇଘର ଗ୍ରସ୍ତରେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଗତ ମାର୍ଚ୍ଚ ମାସରେ ଜିଲ୍ଲାବାସୀଙ୍କୁ ଦେଇଥିବା ଅଭିଯୋଗ ମଧ୍ୟରୁ ୫୦ ଟିର ସମାଧାନ ହୋଇଥିବା ବେଳେ ଆଉ କିଛି ଅଭିଯୋଗର ସମାଧାନ ହେବ ବୋଲି 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଛନ୍ତି।
ଗତ ନଅ ମାସ ମଧ୍ୟରେ ୨୦୦ କୋଟି ଟଂକା ଅନୁଦାନ ଯୋଗାଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଉମରକୋଟରେ ଡାୟଲସିସ୍ ସେଣ୍ଟର୍ ଓ ରକ୍ତ ଭଣ୍ଡାର ଖୋଲିବା ସହ ଉମରକୋଟରୁ ରାଇଘର, ରାଇଘର ଠାରୁ ଖିଲୋଲି, ବେଙ୍ଗଲି ସମାଜ ଗୃହ ନିର୍ମାଣ ପାଇଁ କୋଟିଏ କୋଡିଏ ଲକ୍ଷ ଅନୁଦାନ ଓ ଗଣ୍ଡ ସମାଜ ଗୃହ ନିର୍ମାଣ ପାଇଁ ୫୨ ଲକ୍ଷ ଆର୍ଥିକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା 5T ଅଧ୍ୟକ୍ଷ କହିଛନ୍ତି ।
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…
ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…
ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…
ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…
ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍…