କ୍ୟାପିଟାଲ ହସ୍ପିଟାଲରେ 5T ସଚିବଙ୍କ ସମୀକ୍ଷା , ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ କ୍ୟାପିଟେଲ ହସ୍ପିଟାଲରେ 5T ସଚିବ ଭି.କେ. ପାଣ୍ଡିଆନ । କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କରିଛନ୍ତି 5T ସଚିବ । ଟ୍ରମା କେୟାର ଓ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ୨୦୨୩ ଶେଷ ସୁଦ୍ଧା କାମ ସରିବା ନେଇ ଲକ୍ଷ୍ୟ ରହିଛି । ଏହି ଅବସରରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶାଳୀନି ପଣ୍ଡିତ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି କ୍ୟାପିଟେନ ହସ୍ପିଟାଲର ନିର୍ଦ୍ଦେଶକ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.