ପୁରୀ ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ, ସୁଆଣ୍ଡୋରେ ଉନ୍ନତିମୂଳକ କାର୍ଯ୍ୟର କରିଛନ୍ତି ସମୀକ୍ଷା

ପୁରୀ (କେନ୍ୟୁଜ୍): ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି ।

ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମନ୍ଦିର ଓ ସଂଗ୍ରହାଳୟ ନିର୍ମାଣ କରାଯାଇଛି । ଗୋପବନ୍ଧୁ ସ୍ମୃତି ସଂଗ୍ରହାଳୟ ଓ ସୂଚନା କେନ୍ଦ୍ର ନିର୍ମାଣ ଚାଲିଛି ବୋଲି 5T ସଚିବ କହିଛନ୍ତି । ପ୍ରକଳ୍ପ ନିର୍ମାଣ ପାଇଁ ୧୫ କୋଟି ୧୬ ଲକ୍ଷ ବ୍ୟୟ ଅଟକଳ ହୋଇଛି । ଏପଟେ ଶୁବଶୀଘ୍ର କାମ ଶେଷ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.