କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌, ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର କଲେ ସମୀକ୍ଷା

କଳାହାଣ୍ଡି: କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌ । କଳାହାଣ୍ଡିରେ ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର ତଦାରଖ କରିଛନ୍ତି । 5-T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଖୁବ୍‌ ଶୀଘ୍ର କଳାହାଣ୍ଡିରେ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.