ଫୋକସ୍‌ ପଶ୍ଚିମ ଓଡ଼ିଶା: ସମ୍ବଲପୁର ଓ ସୁନ୍ଦରଗଡ଼ ଗସ୍ତରେ 5T ସଚିବଙ୍କ ସହ ବରିଷ୍ଠ ଆଇଏଏସ୍‌ ଅଧିକାରୀ

କେନ୍ଯୁଜ୍: ପୁରୀ ଜଗନ୍ନାଥ ମନ୍ଦିର ଐତିହ୍ୟ କରିଡର, ବିଶ୍ୱ ଐତିହ୍ୟ ସହର, ଏକାମ୍ରକ୍ଷେତ୍ର ଯୋଜନା, କଟକ ଏମ୍‌ସ ପ୍ଲସ ଆଦି ପରେ ଏବେ ଫୋକସ୍‌ରେ ପଶ୍ଚିମ ଓଡ଼ିଶା ।

ଆଜି ସମ୍ବଲପୁର ଓ ରାଉରକେଲା ଗସ୍ତରେ ଯାଉଛନ୍ତି 5T ସଚିବ ଭି.କେ ପାଣ୍ଡିଆନଙ୍କ ସହ ବରିଷ୍ଠ ଆଇଏଏସ୍‌ ଅଧିକାୀରୀ । ଫୋକସ୍‌ରେ ମା’ ସମଲେଶ୍ୱରୀ ମନ୍ଦିର ଓ ରାଉରକେଲରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ୍‌ । ସମଲେଶ୍ୱରୀ ମନ୍ଦିରର ଡେଭଲପମେଣ୍ଟ ପ୍ଲାନ୍‌ ଓ ରାଉରକେଲାରେ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ୍‌ କାମର ଅନୁଧ୍ୟାନ କରିବେ ।

Leave A Reply

Your email address will not be published.