ନୟାଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ, କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ନୟାଗଡ଼(କେନ୍ୟୁଜ): ନୟାଗଡ଼ରେ 5T ସଚିବ ଭି.କେ ପାଣ୍ଡିଆନ। କଣ୍ଟିଲୋ ଯାଇ ନୀଳମାଧବଙ୍କୁ ଦର୍ଶନ କରିଛନ୍ତି 5T ସଚିବ। ଦର୍ଶନ ପରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଭି.କେ ପାଣ୍ଡିଆନ। ନୀଳମାଧବ ପୀଠର କିଭଳି ଉନ୍ନତି ହୋଇପାରିବ ସେନେଇ ଆଲୋଚନା କରିଥିଲେ। 5T ସଚିବଙ୍କ ସହ ଜିଲ୍ଲପାଳ ପୁମା ଟୁଡୁ ଓ ଖଣ୍ଡପଡ଼ା ବିଡିଓ, ତହସିଲଦାର ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.