ଭଦ୍ରକ: ଜଳେଶ୍ବରପୁର ବଳଭଦ୍ରପ୍ରସାଦ ଗାଁରେ ଅଗ୍ନିକାଣ୍ଡ, ୬ ବଖରା ଘର ପୋଡି ପାଉଁଶ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅଧିନ ଜଳେଶ୍ବରପୁର ବଳଭଦ୍ରପ୍ରସାଦ ଗାଁରେ ଅଗ୍ନିକାଣ୍ଡ ଘଟି ଜଳିଗଲା  ୬ ବଖରା ଘର । ଅଗ୍ନିକାଣ୍ଡରେ  ଘରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମଧ୍ଯ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ସୂଚନା ମୁତାବକ ବଳଭଦ୍ରପ୍ରସାଦ ଗାଁର ଯଦୁମଣି ମହାଳିକ  ଓ ସାଧୁଚରଣ ମହାଳିକଙ୍କ ୨ ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ନିଆଁରେ ଜଳିଯାଇଛି ।

fire mishap

ବିଦ୍ୟୁତ ସର୍ଟସର୍କିଟ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଗଦି ଦମକଳ ବାହିନୀ ପହଁଚି ନିଆଁକୁ ଅୟତ୍ତ କାରିବା ବେଳକୁ ଘରର ସମସ୍ତ ଆସବାବପତ୍ର ସହ ଧାନ ,ଚାଉଳ ପୋଡିଯାଇଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.