ରାଜ୍ୟ

ଭୁନେଶ୍ବରରେ ଆଉ ୬ କରୋନା ପଜେଟିଭ, ସୂଚନା ଦେଲା BMC

କେନ୍ୟୁଜ୍(ବ୍ୟୁରୋ):  ଭୁନେଶ୍ବରରେ ଆଉ ୬ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି ।  ଏମାନଙ୍କ ମଧ୍ୟରେ ଅଛନ୍ତି ଏମ୍ସର ୩୭ ବର୍ଷିୟ ପୁରୁଷ କର୍ମଚାରୀ, ୩୧ ବର୍ଷିୟ ମହିଳା କର୍ମଚାରୀ,୩୦ ବର୍ଷିୟ ପୁରୁଷ କର୍ମଚାରୀ, ୨୪ ବର୍ଷିୟ ମହିଳା କର୍ମଚାରୀ ଅଛନ୍ତି। ଏହା ସହିତ ଆପୋଲ ହସ୍ପିଟାଲର ୩୮ ବର୍ଷିୟ ପୁରୁଷ କର୍ମଚାରୀ ଅଛନ୍ତି। ସେହିଭଳି ପୋଖରୀପୁଟ ଡିଏଭି ଅଞ୍ଚଳର ଜଣେ  ୩୫ ବର୍ଷିୟ ପୁରୁଷଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଛି । ସେହିଭଳି ଜୟଦେବ ବିହାର ବିଷ୍ଣପ୍ରିୟା ଆପାର୍ଟମେଣ୍ଟର ନିକଟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ବିଏମସି ସୂଚନା ଦେଇଛି। ଏହି ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱର ମହାନଗର ନିଗମରେ ୯୯ ଜଣ ମୋଟ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୫୪ ସୁସ୍ଥ, ୩ ମୃତ ଓ ୪୨ ଜଣ ଏବେବି ଚିକିତ୍ସିତ ହେଉଛନ୍ତି। ଆଜି ମଧ୍ୟ ଜଣେ ସୁସ୍ଥ ହୋଇଥିବା ଟ୍ୱିଟ୍‌ କରି ସୂଚନା ଦେଇଛି ବିଏମ୍‌ସି।

ସେହିଭଳି ଆଜି ରାଜ୍ୟରେ ଆଉ ୧୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏମାନଙ୍କ ଭିତରୁ ଜଗତସିଂହପୁରରୁ ସର୍ବାଧିକ ୩୩ ଜଣ ଚିହ୍ନଟ ହୋଇଥିବାବେଳେ, ରାୟଗଡାରୁ-୪, କଟକରୁ-୨୦, ଝାରସୁଗୁଡାରୁ-୧, ଖୋର୍ଦ୍ଧାରୁ-୧୪, ନୟାଗଡରୁ-୪, ବରଗଡରୁ-୨, ଭଦ୍ରକରୁ-୧, କଳାହାଣ୍ଡିରୁ-୪, ଗଜପତିରୁ-୧୧, ପୁରୀରୁ-୭, ବଲାଙ୍ଗୀରରୁ-୧, କେନ୍ଦ୍ରାପଡାରୁ-୧, ମୟୂରଭଞ୍ଜରୁ-୪, କୋରାପୁଟରୁ-୧, କେନ୍ଦୁଝରରୁ-୧, ଓ ବୌଦ୍ଧରୁ-୧ ଚିହ୍ନଟ ହୋଇଛନ୍ତି ।

Sasmita

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

16 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

18 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

53 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago