୯ଟି ଜିଲ୍ଲାରେ ଅଛନ୍ତି ୬୦ ପ୍ରତିଶତ ରୋଗୀ: ଏସିଏସ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟର ଖସୁଛି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ । ୯ ଜିଲ୍ଲାରେ ଅଛନ୍ତି ୬୦ ପ୍ରତିଶତ ସଂକ୍ରମିତ । ପଜିଟିଭ ହାର ୧୪ ପ୍ରତିଶତକୁ କମିଛି । ଆଗାମୀ ଦିନରେ ଆହୁରି ଖସିବା ନେଇ ଆଶା କରାଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ସେହିପରି ଆଇସିୟୁ ଓ ଭେଣ୍ଟିଲେଟରରେ ୮୨ ପ୍ରତିଶତ ବେଡ୍‌ ଥିବା ବେଳେ ଏବେ ୭୨ ପ୍ରତିଶତକୁ ଖସିଛି । ସେହିପରି ରାଜ୍ୟରେ ପର୍ଯ୍ୟାୟପ୍ତ ଔଷଧ ଓ ଅକ୍ସିଜେନ୍‌ ସିଲିଣ୍ଡର ବି ରହିଛି । ଆଗକୁ ପର୍ବପର୍ବାଣୀ ଥିବା ସତର୍କ ରହିବା ପାଇଁ ଲୋକଙ୍କୁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.