ବୁଲା କୁକୁର କାମୁଡାରେ ୭ ଆହତ

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ପୈାରପରିଷଦରେ ବଢୁଛି ବୁଲା କୁକୁରଙ୍କ ଦୌରାତ୍ମ୍ୟ । ଆଜି ସକାଳେ ନୁଆବସଷ୍ଟାଣ୍ଡ ଓ ଆଦର୍ଶ ନଗର ସହ ପାଖ ସାହି ଠାରେ ବୁଲା କୁକୁର ୭  ଜଣଙ୍କୁ କାମୁଡି ରକ୍ତାତ କରିଛି । ଫଳରେ ୭ ଜଣ ଆହତ ହୋଇ ଗୁଣପୁର ଉପଖଣ୍ଡସ୍ତରୀୟ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ମେଡିକାଲ ସୁପରିଟେଣ୍ଡେଣ୍ଟ କହିଛନ୍ତି ।

You might also like