କଳାହାଣ୍ଡି: ବାଘ ଛାଲ ରାକେଟର ପର୍ଦ୍ଦାଫାସ, ଦୁଇ ଦିନରେ ଗିରଫ ହେଲେଣି ୭ ବେପାରୀ

କଳାହାଣ୍ଡି(କେନ୍ୟୁଜ୍):କଳାହାଣ୍ଡି ଜିଲ୍ଲାରେ ବାଘ ଛାଲ ରାକେଟର ପର୍ଦ୍ଦାଫାସ । ଦୁଇ ଦିନରେ ଗିରଫ ହେଲେଣି ୭ ବେପାରୀ । ସେମାନଙ୍କଠାରୁ ଜବତ ହୋଇଛି ମୋଟ୍‌ ୯ଟି ବାଘ ଛାଲ । ଗତକାଲି ୫ଟି ଓ ଆଜି ଆଉ ୪ଟି ଜବତ ହୋଇଛି । ଏହା ଭିତରେ ରହିଛି ୮ଟି କଲରାପତରିଆ ଓ ଗୋଟିଏ ମହାବଳ ବାଘ ଛାଲ ।

tiger skin sized

ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଘ ଛାଲ ଜବତ କରିଛି ଓ୍ଵାଇଲ୍ଡ ଲାଇଫ୍‌ କ୍ରାଇମ୍‌ କଣ୍ଟ୍ରୋଲ ବ୍ୟୁରୋ । ଏହି ରାକେଟ୍‌ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିଲେ । ମାଷ୍ଟରମାଇଣ୍ଡ କିଏ ଓ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଖୋଳତାଡ ଜାରି ରହିଛି । ..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.