ରାଜ୍ୟ

ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ, ୧୦ ଘଣ୍ଟା ପରେ ଉଦ୍ଧାର କଲା ଓଡ୍ରାଫ ଟିମ୍‌

ଆନନ୍ଦପୁର(କେନ୍ୟୁଜ୍): ୧୦ ଘଣ୍ଟା ପରେ ଜଳବନ୍ଦୀରେ ଫସି ରହିଥିବା ୭ ଗ୍ରାମବାସୀ ଉଦ୍ଧାର। ମନ୍ଦିର ଉପରେ ଚଢି ପାଣିଘେରରେ ରହିଥିବା ୭ଜଣଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍‌। ଆଜି ସକାଳୁ ହାଟଡିହି ବ୍ଲକ୍‌ର ବୈତରଣୀ ନଦୀ କୁଳିଆ ଗାଁ ବାହାରିପୁରର କିଛିଲୋକ ନଦୀ ପଠାକୁ ଛତୁ ତୋଳିବାକୁ ଯାଇଥିଲେ। ବୈତରଣୀରେ ହଠାତ୍‌ ବନ୍ୟାଜଳ ମାଡିଆସିବାରୁ ୮ଜଣ ଲୋକେ ପାଣି ଘେରରେ ଫସିରହିଥିଲେ।

ସେଠାରେ ଥିବା ଏକ ମନ୍ଦିର ଚୂଡ଼ାକୁ ଚଢି ନିଜକୁ ସୁରକ୍ଷିତ ରଖିଥିଲେ। ବ୍ଲକ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଓଡ୍ରାଫର ଏକ ଟିମ୍‌ଙ୍କୁ ଜଣାଇଥିଲେ। ଓଡ୍ରାଫ ଟିମ୍‌ ସେମାନଙ୍କୁ ଉଦ୍ଧାର କରିଛି। ଦିନ ତମାମ ବର୍ଷାରେ ଭିଜିଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

Sasmita

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago