ମାଛ ଜାଲରେ ପଡିଲା ୮ ଫୁଟର ଅଜଗର, ଉଦ୍ଧାର ପରେ ଭୁବନେଶ୍ୱର OUTରେ ଛଡ଼ାଯିବ

ପିପିଲି : ମାଛ ଜାଲରେ ପଡିଲା ସାପ । ପୁରୀ ଜିଲ୍ଲା ପିପିଲି ସାତଶଙ୍ଖ ରତ୍ନ ଚିରା ନଦୀରୁ ୮ ଫୁଟର ଅଜଗର ଉଦ୍ଧାର । ମାଛ ଜାଲରେ ସାପକୁ ଦେଖି ଭୟଭୀତ ହୋଇପଡିଥିଲେ ସ୍ଥାନୀୟ ଲୋକ । ସ୍ନେକ ହେଲପ ଲାଇନ ସଦସ୍ୟ ପହଂଚି ସାପକୁ ଉଦ୍ଧାର କରିଥିଲେ । ଏପଟେ ଉଦ୍ଧାର ପରେ ଭୁବନେଶ୍ୱର OUT କୁ ନେଇ ଛଡ଼ାଯିବ ବୋଲି ସୂଚନା ।
ଆହୁରି ପଢ଼ନ୍ତୁ : ଗୁଣିଗାରେଡ଼ି ସନ୍ଦେହ ନେଲା ବ୍ୟକ୍ତିଙ୍କ ଜୀବନ, ୨୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅଟକ