ବ୍ରହ୍ମପୁର (କେ ନ୍ୟୁଜ୍) : ଅଭିଯୁକ୍ତଙ୍କୁ ଧରି ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍ ଏବେ ଅଡୁଆରେ । ଏକ ଡକାୟତି ମାମଲାରେ ଗତ ୨୧ ତାରିଖ ରାତିରେ ବଡ଼ବଜାର ଥାନା ପୋଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିଥିଲା । ତେବେ ସେମାନଙ୍କ ଭିତରୁ ଜଣେ କରୋନା ଆକ୍ରାନ୍ତ ଜଣା ପଡ଼ିବା ପରେ ଭାଳେଣି ପଡ଼ିଛି ।
କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍ ହସପିଟାଲ ପଠା ଯାଇଥିବା ବେଳେ ତାର ସହଯୋଗୀଙ୍କୁ ଜେଲ୍ ଭିତରେ କ୍ୱାରେଣ୍ଟାଇନ୍ରେ ରଖା ଯାଇଛି । ଏପଟେ ବଡ଼ବାଜାର ଥାନାର ୮ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ଯିବାକୁ ପଡ଼ିଛି । ଥାନାର ଆଇଆଇସିଙ୍କ ସମେତ ସେକେଣ୍ଡ ଅଫିସର, ଚାରି ଜଣ କନେଷ୍ଟବଳ ଓ ୨ ଜଣ ଏପିଆର କନେଷ୍ଟବଳ ଅଛନ୍ତି ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…