ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ, ଆରମ୍ଭ ହେବ ଶ୍ରେଣୀ ଗୃହ ପାଠପଢ଼ା

ଭୁବନେଶ୍ୱର(କେ ନ୍ୟୁଜ):  ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌ । ୨୫ ତାରିଖରୁ ଅଷ୍ଟମ ଓ ୨୧ ତାରିଖରେ ଖୋଲିବ ଏକାଦଶ ଶ୍ରେଣୀ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏନେଇ ଖୁବ ଶୀଘ୍ର ଡିଇଓ ମାନଙ୍କର ଏକ ବୈଠକ ବସିବ । କୋଭିଡ ପାଇଁ ପୂର୍ବରୁ ଅଫ୍‌ଲାଇନ୍‌ ମୋଡ୍‌ରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

ପ୍ରଥମରୁ ସପ୍ତମ ଶ୍ରେଣୀ କେବେ ଖୋଲିବ ସେନେଇ ପର୍ବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ କେବଳ ନବମ ଓ ଦ୍ୱାଦଶ ଶ୍ରାଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ କ୍ଲାସ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.