ସଟଡାଉନକୁ ମାନୁନାହାନ୍ତି ଅମାନିଆ, ୯ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ

ଭଦ୍ରକ (କେନ୍ୟୁଜ) : ସଟଡାଉନ ଘୋଷଣା ହୋଇଥିବା ସତ୍ୱେ ସଟଡାଉନକୁ ମାନୁନାହାନ୍ତି ଅମାନିଆ। arrestସଟଡାଉନକୁ ନ ମାନିବା କାରଣରୁ୯ଜଣଙ୍କୁ ଗିରଫ କରିଛି ଭଦ୍ରକ ଟାଉନ ପୋଲିସ। ଭଦ୍ରକ ଟାଉନ ଥାନା ପୁଲିସ ୯ଜଣ ଯୁଵକଙ୍କୁ ଗିରଫ କରିଥିବା ଜଣାଯାଇଛି । ସମସ୍ତ ଯୁଵକଙ୍କୁ ୧୪ଦିନ ପାଇଁ କ୍ଵାରେଣ୍ଟାଇନରେ ରଖାଯାଇଛି । ଏଣେ ଭଦ୍ରକ ଟାଉନ ପରେ ଭଦ୍ରକ ବ୍ଲକକୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ । ଭଦ୍ରକ ବ୍ଲକ ଓ ଚରମ୍ପା ଅଞ୍ଚଳକୁ ବି ସିଲ୍‌ କରାଯିବା ଲାଗି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.