ଆସନ୍ତା ୧୬ରୁ ଆରମ୍ଭ ହେବ ନବମ ଶ୍ରେଣୀ ପାଠପଢା, ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ବାଧ୍ୟାତମୂଳକ ନୁହେଁ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୬ରୁ ନବମ ଶ୍ରେଣୀ ପାଠପଢା ଆରମ୍ଭ ହେବ ।  ସକାଳ ୯ରୁ ମଧ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଚାଲିବ କ୍ଲାସ୍। ଅଭିଭାବକ ଚାହିଁଲେ ଅନଲାଇନ କ୍ଲାସ କରିପାରିବେ ପିଲା। କୋଭିଡ଼ ଗାଇଡଲାଇନ ପାଳନ ଉପରେ ଗୁରୁତ୍ବ ଦିଆଯିବ।  ସାଧାରଣ ଛୁଟିଦିନ ଓ ରବିବାର ବନ୍ଦ ରହିବ କ୍ଲାସ୍।  ଛାତ୍ରଛାତ୍ରୀଙ୍କ ପାଇଁ ଉପସ୍ଥାନ ବାଧ୍ୟାତମୂଳକ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.