ବଡ଼ଗଡ ବ୍ରିଟ୍ କଲୋନୀରେ ହୁ ହୁ ହୋଇ ଜଳିଗଲା ରାସ୍ତା ଉପରେ ଥୁଆ ହୋଇଥିବା କାର୍

ଭୁବନେଶ୍ବର : ଭୁବନେଶ୍ବର ବଡ଼ଗଡ ବ୍ରିଟ୍ କଲୋନୀ ନିକଟରେ ରାସ୍ତା ଉପରେ ଥୁଆ ହୋଇଥିବା ଇଣ୍ଡିଗୋ କାରରେ ଅଗ୍ନିକାଣ୍ଡ । ହଠାତ୍ ବିଳମ୍ବିତ ରାତି ପାଖାପାଖି  ୨ଟା ୩୩ ମିନିଟରେ ଏହି ନିଆଁ ଲାଗିଥିଲା। ଏନେଇ ପ୍ରଥମେ କିଛି ଲୋକ ଦେଖିବାପରେ ପିସିଆରକୁ ଖବର ଦେଇଥିଲେ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ, ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.