ପଟିଆ ଛକ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଲାଗିଛି ନିଆଁ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଭୁବନେଶ୍ବର (କେନ୍ୟୁଜ):  ଆପାର୍ଟମେଣ୍ଟରେ ନିଆଁ । ଭୁବନେଶ୍ବର ପଟିଆ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଛି । ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ନିଆଁ । ସାଇଡ ରୁମରେ ଦୁଇ ଦମ୍ପତ୍ତି ଫସି ରହିଛନ୍ତି ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି ।  ତେବେ ନିଆଁ କିପରି ଲାଗିଲା କାରଣ ଅସ୍ପଷ୍ଟ ରହିଛି ।

You might also like