ଜଳେଶ୍ବର(କେନ୍ୟୁଜ୍): ଲକ୍ଷ ଟଙ୍କାରେ ବିକ୍ରି ହେଲା ମାଛ। ମାଛକୁ କିଣିଲା କୋଲକାତାର ଏକ ଫାର୍ମା କଂପାନୀ। ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା ବିରାଟ ତେଲିଆ ମାଛ। ଦୀଘା ଅଞ୍ଚଳର କିଛି ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ ଜାଲରେ ପଡ଼ିଥିଲା ଏହି ବିଶାଳକାୟ ମାଛ।
ଏହାର ଓଜନ ୩୬ କିଲୋ ରହିଛି । ମାଛକୁ ଦୀଘାର ଫିସ ଅକ୍ସନ ସେଣ୍ଟରରେ ନିଲାମ କରାଯିବା ପରେ ୫ ଲକ୍ଷ ଟଙ୍କାରେ କୋଲକାତାର ଏକ ଫାର୍ମା କଂପାନୀ କିଣିଛି। ଏହି ମାଛରୁ ଔଷଧ ସହ ପ୍ରଶାଧନ ସାମଗ୍ରୀ ଓ ମାଦକ ଦ୍ରବ୍ୟ ପ୍ରସ୍ତୁତ ହେଉଥିବାରୁ ବିଦେଶରେ ଏହାର ବହୁ ଚାହିଦା ରହିଛି।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…