ଆନନ୍ଦପୁର : ପରିତ୍ୟକ୍ତ କୂଅରୁ ଗଳିତ ମୃତ ଦେହ ଉଦ୍ଧାର

ଆନନ୍ଦପୁର(କେନ୍ୟୁଜ) : ଆନନ୍ଦପୁର ଉପଖଣ୍ଡ ଝଣଝଣା ଗାଁରେ ଏକ ପରିତ୍ୟକ୍ତ କୂଅରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଟି ସ୍ଥାନୀୟ ସୁନ୍ଦରାପାଳ ଗାଁର ୨୭ବର୍ଷୀୟ କାହ୍ନୁ ସମାନ ବୋଲି ଜଣା ପଡ଼ିଛି।

ମୃତଦେହକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠା ଯାଇଥିବା ବେଳେ ପୋଲିସ ଖବର ପାଇ କାହିଁକି ଓ କେଉଁ ପରିସ୍ଥିତିରେ ଯୁବକ ଜଣକ କୂଅଭିତରେ ପଡ଼ିଥିଲେ ତାର ତଦନ୍ତ କରୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.