ଗ୍ରୀଷ୍ମକାଳରେ ଲେମ୍ବୁ ଦରରେ ଲାଗିଛି ନିଆଁ: ସେଓ-ଆମ୍ବଠୁ ବି ଅଧିକ, ୧୦ଟଙ୍କାରେ ମିଳୁଛି ଗୋଟିଏ

ଭୁବନେଶ୍ବର(କେନ୍ୟୁଜ୍): ଲେମ୍ବୁ ଦରରେ ଦାନ୍ତ ଖଟା। ଗ୍ରୀଷ୍ମକାଳରେ ଲେମ୍ବୁ ବଜାର ଦରରେ ଲାଗିଛି ନିଆଁ। ସେଓ , ଆମ୍ବ ଠାରୁ ଅଧିକ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ। କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି ଲେମ୍ବୁ।

ବହୁ ସ୍ଥାନରେ ୧୦ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ। ନାଗପୁରରେ ୧୦୦ଟା ଲେମ୍ବୁକୁ ୫୦୦ରୁ ୧ହଜାର ଟଙ୍କାରେ କିଣୁଛନ୍ତି ବେପାରୀ। ଓଡ଼ିଶାରେ ଗୋଟିଏ ଲେମ୍ବୁ ୮ରୁ ୧୦ ଟଙ୍କାରେ ମିଳୁଛି। ପଖାଳ କଂସାରୁ ଉଭାନ ହୋଇଯାଇଛି ଲେମ୍ବୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.