ଆଧୁନିକ ସମାଜରେ ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ: ରାସ୍ତାରେ ଖାଲି ପାଦରେ ଗୁରୁଙ୍କୁ ରିକ୍ସାରେ ଟାଣି ନେଉଛନ୍ତି ଶିଷ୍ୟ

କାକଟପୁର(କେନ୍ୟୁଜ):‘ଗୁରୁ ଯେ ସାକ୍ଷାତ ଈଶ୍ୱର, ଗୁରୁଙ୍କୁ ନ ମଣିବ ନର’ । କିନ୍ତୁ ଆଜି ଆଧୁନିକ ସମାଜରୁ ଗୁରୁଶିଷ୍ୟ ପରମ୍ପରା ହଜିବାକୁ ବସିଲାଣି । ହେଲେ କାକଟପୁର ଅସ୍ତରଙ୍ଗ ରାସ୍ତାରେ ଦେଖିବାକୁ ମିଳିଛି ଏକ ବିରଳ ଚିତ୍ର ।

ଜଣେ ମହିମା ଧର୍ମାବଲମ୍ବୀ ସାଧୁଙ୍କୁ ତାଙ୍କର ଜଣେ ଶିଷ୍ୟ ଏକ ଟଣାରିକ୍ସା ଗାଡିରେ ପିଚୁ ରାସ୍ତାରେ ଖାଲି ପାଦରେ ଟାଣି ଟାଣି ନେଉଛନ୍ତି । ଏହି ମହିମାଧର୍ମୀ ଗୁରୁ ଏବଂ ଶିଷ୍ୟଙ୍କ ମଧ୍ୟରେ ରହିଥିବା ନିବିଡ଼ତାକୁ ନେଇ ଉଭୟ ଖୁବ୍ ଖୁସି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.