ପାଣି ପିଇବାକୁ ଆସି କୂଅ ଭିତରେ ପଡିଗଲା ଜଙ୍ଗଲୀ ଭାଲୁ, ଚାଲିଛି ଉଦ୍ଧାର କାର୍ଯ୍ଯ

କଣ୍ଟାମାଳ(କେନ୍ୟୁଜ୍‌): ପାଣି ପିଇବାକୁ ଆସି କୂଅରେ ପଡ଼ିଲା ଭାଲୁ । କୂଅ ଭିତରେ ଜଙ୍ଗଲୀ ଭାଲୁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦପଲା ଚନ୍ଦନିଆ ଗାଁରେ । ଭୋରରୁ ପାଣି ପାଇଁ ଜଙ୍ଗଲ ଛାଡ଼ି ଗାଁମୁହାଁ ହୋଇଥିଲା ଭାଲୁ । ପାଣି ପିଇବାକୁ ଯାଇ କୂଅରେ ପଡ଼ିଯାଇଥିଲା ଭାଲୁ । ଏହି ଜଙ୍ଗଲୀ ଯନ୍ତୁକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ଭାଲୁକୁ ଉଦ୍ଧାର କରିବାକୁ ଘଟଣାସ୍ଥଳରେ ବନ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.