ନଦୀରେ ଗାଧୋଇବା ହେଲା କାଳ, ଗୋଡ ଖସି ଯୁବକଙ୍କ ମୃତ୍ୟୁ

ବ୍ରହ୍ମଗିରି: ନଦୀରେ ବୁଡି ଯୁବକ ମୃତ । ମୃତକ ହେଲେ ପୁରୀ ଜିଲ୍ଲା ପେଣ୍ଠକଟା ଶ୍ରୀବିହାର ଅଞ୍ଚଳର ସନ୍ତୋଷ କୁମାର । ବ୍ରହ୍ମଗିରିର ମାଆ ବାଲି ହରଚଣ୍ଡୀଙ୍କ ପିଠରେ ଦର୍ଶନ ସାରି ନଦୀରେ ଗାଧୋଇବା ବେଳେ ସନ୍ତୋଷ ନଦୀରେ ବୁଡୀ ଯାଇଥିଲେ । ବହୁ ଖୋଜାଖୋଜି ପରେ ବ୍ରହ୍ମଗିରି ଅଗ୍ନିଶମ ବାହିନୀ ଦ୍ୱାରା ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.