ପ୍ରେମରେ ବିଫଳ ହେବାରୁ ଭିଡ଼ିଓ କଲରେ ଝୁଲି ପଡ଼ିଲେ ଯୁବକ

ଭୁବନେଶ୍ୱର (କେନ୍ୟୁଜ) : ଭିଡ଼ିଓ କଲରେ ଝୁଲି ପଡ଼ିଲେ ଯୁବକ। ପ୍ରେମରେ ବିଫଳ ହେବାରୁ ପ୍ରେମିକାକୁ ଭିଡିଓ କରି ଗାମୁଛାରେ ଝୁଲି ପଡ଼ିଲେ ନୟାଗଡ଼ର ସର୍ବେଶ୍ଵର ପରିଡ଼ା। ଯୁବକ ଜଣଙ୍କ Old town ଗଡ଼ି ସର୍ଭିସ ସେଣ୍ଟର ରେ କାମ କରୁଥିଲେ ବୋଲି କୁହାଯାଉଛି। ଲିଙ୍ଗରାଜ ପୋଲିସ ମୃତଦେହ ଜବତ କରି ସବ ବ୍ୟବଚ୍ଛେଦ ପାଇଁ ପଠେଇଛି ।