ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ, ନହେଲେ କଟିଯାଇପାରେ କାର୍ଡ By KNews Bureau On Jan 18, 2025 ରାଜ୍ୟର ଯୋଗ୍ଯ ରାସନ କାର୍ଡ ହିତାଧିକାରୀମାନେ ସେମାନଙ୍କ ଆଧାରକାର୍ଡ ଇ-କେୱାଇସି କରିବା ଜରୁରୀ ଅଟେ। ଇ-କେୱାଇସି କରିଥିବାର ସଦ୍ୟତମ ସ୍ଥିତି ବିଷୟରେ ଜାଣିବା ପାଇଁ http://foododisha.in ପୋର୍ଟାଲ୍ରେ Your eKYC status ଲିଙ୍କ୍ କ୍ଲିକ କରନ୍ତୁ। ଇ-କେୱାସି ସମ୍ବନ୍ଧିତ ସୂଚନା ପାଇଁ ଦୟାକରି ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶାବଳୀ ପଢନ୍ତୁ: aadhar card Share FacebookTwitterWhatsAppEmailFacebook MessengerPinterestReddItLinkedinTelegram