କଟକ ସାଇବର ଥାନାରେ ପୁଣି ଆଉ ଏକ ଏତଲା ଦେଲେ ବର୍ଷା, ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ

କଟକ(କେନ୍ୟୁଜ୍‌): ପୁଣି ଆଉ ଏକ ଏତଲା ଦେଲେ ବର୍ଷା । କଟକ ସାଇବର ଥାନାରେ ବର୍ଷା ଏତଲା ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କ ଛବି ଖରାପ କରିବାକୁ ଉଦ୍ୟମ ହେଉଥିବା ନେଇ ଏତଲାରେ ଉଲ୍ଲେଖ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି ।

ବର୍ଷାଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କଲା ସାଇବର ଥାନା ପୋଲିସ । ଆଇପିସିର ଧାରା ୫୦୯ ଓ ଆଇଟି ଆକ୍ଟର ୬୭ ଧାରାରେ ମାମଲା ରୁଜୁ କିରଛି ସାଇବର ଥାନା ପୋଲିସ ।

Leave A Reply

Your email address will not be published.