ନୂଆପଡା(କେନ୍ୟୁଜ୍): ରାଜଧାନୀ ପରେ ନୂଆପଡ଼ାରେ ଗିଫ୍ଟ ଚୋର । ବିବାହ ରିସେପସନ୍ ପାର୍ଟିରୁ ଲକ୍ଷାଧିକ ଟଙ୍କାର ବ୍ୟାଗ୍ ଲୁଟିନେଇ ଲୁଟେରା ଫେରାର । ନୂଆପଡ଼ା ଜିଲ୍ଲା ଖଡିଆଳ ଅଗ୍ରସେନ ଭବନରେ ଆୟୋଜିତ ଏକ ବିବାହ ରିସେପସନ ପାର୍ଟିରେ ଏହି ଲୁଟ୍ ହୋଇଛି । ଗତ ୪ ତାରିଖରେ ସୁରେଶ ଗୁପ୍ତାଙ୍କ ପୁଅ ସୌରଭ ଗୁପ୍ତାଙ୍କ ରିସେପସନ୍ ପାର୍ଟି ଚାଲିଥିଲା। ଏହି ସମୟରେ ନବବଧୂ ବସିଥିବା ପଛପଟ ପରଦାକୁ କାଟି ଗିଫ୍ଟବ୍ୟାଗକୁ ଧରି ଫେରାର ହୋଇଯାଇତିଲା ଲୁଟେରା । ବ୍ୟାଗରେ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ଓ ମୋବାଇଲ୍ ଫୋନ୍ ଥିଲା । ଅଭିଯୋଗ ପରେ ଖଡିଆଳ ପୋଲିସ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ କରୁଛନ୍ତି ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…