ବର୍ଷା ପରେ ବଢ଼ିବ ଶୀତ,ବଣାଇରେ ଦୁଇ ଦିନ ହେଲା ଲଘୁଚାପ ବର୍ଷା ଜାରି

ସୁନ୍ଦରଗଡ଼ : ଦୁଇଦିନ ଧରି ବର୍ଷା ପରେ ଆଜି କୋହୋଲା ପାଗ ।  ଜାରି ରହିଛି ଶତ ।  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ଦୁଇ ଦିନ ହେଲା ଲଘୁଚାପ ବର୍ଷା ଜାରି ରହିଥିବା ବେଳେ ଆଜି ମଧ୍ୟ ଅଳ୍ପ ବର୍ଷା ହେଉଛି ।  ରାସ୍ତା ଘାଟରେ ଅଳ୍ପ ଲୋକ ଯିବା ଆସିବା କରୁଛନ୍ତି ।  ଏହି ମେଘୁଆ ପାଗ ବନ୍ଦ ହବା ପରେ ଶୀତ ଜୋର ଧରିବ ବୋଲି ଅନୁମାନ କରୁଛନ୍ତି ।