କେନ୍ଦୁଝର: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ, କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର ଛାପ । କାନରେ ପାଣି ପଶିଯିବାରୁ ବୃଦ୍ଧାଙ୍କୁ ଚେଙ୍କ ଚିକିତ୍ସା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଶଙ୍କାରୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଜଣେ ୭୦ ବର୍ଷିୟା ବୃଦ୍ଧା ଗାଧୋଇବାକୁ ଯାଇଥିବାବେଳେ କାନରେ ପାଣି ପଶି ଯନ୍ତ୍ରଣା ହୋଇଥିଲା। ଡାକ୍ତରଖାନା ଯିବା ବଦଳରେ କାନ ଚାରିପଟେ ଚେଙ୍କ ଦେଇଥିଲେ । ପରେ କାନର ଯନ୍ତ୍ରଣା ଦୁଇଗୁଣା ହୋଇଯାଇଥିଲା । ପରେ ତାଙ୍କୁ ମେଡକାଲରେ ଭର୍ତ୍ତି କରଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.