ସୋସିଆଲ ମିଡିଆରେ ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲ ନାମକ ଏକ ଆଇଡିରେ ଶ୍ରୀମନ୍ଦିରର ଏହି ଫଟୋ ଛଡାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ନୃସିଂହ ମନ୍ଦିର ସମ୍ମୁଖରୁ ଏହି ଫଟୋ ନିଆଯାଇଛି ।

ଏହି ଆଇଡିରେ ଫଟୋଟି ଚଳିତ ମାସ ୨ ତାରିଖରେ ପୋଷ୍ଟ କରାଯାଇଛି । ତେବେ କିଭଳି ଫଟୋ ଉଠାଗଲା ଓ କିଏ ଏହି ଫଟୋ ଉଠାଇଛନ୍ତି ତାହା ଜଣାପଡ଼ିନି । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିରର ଭିତର ଫଟୋ ସୋସିଆଲ ମିଡିଆରେ ଅନେକ ଥର ଭାଇରାଲ ହୋଇଛି ।

Leave A Reply

Your email address will not be published.