ରାଉରକେଲାରେ ପୁଣି ଲୁଟ୍, ମାରଣାସ୍ତ୍ର ଦେଖାଇ ୫ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ରାଉରକେଲା(କେନ୍ୟୁଜ): ରାଉରକେଲାରେ ପୁଣି ଲୁଟ୍। ଶ୍ରୀବନ୍ୟା ଇଣ୍ଡଷ୍ଟ୍ରିର କର୍ମଚାରୀଙ୍କଠାରୁ ଲୁଟ୍। କର୍ମଚାରୀ ଜଣଙ୍କ ଏଚଡିଏଫସି ବ୍ୟାଙ୍କରୁ ଟଙ୍କା ଉଠାଇ ଆସୁଥିବା ବେଳେ ତାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ରାଉରକେଲା ପ୍ଲାଣ୍ଟସାଇଟ ଥାନା ସାତ ତାଲା ଗେଟ ପାଖରୁ ଏହ ଲୁଟ୍ ହୋଇଛି। ମାରଣାସ୍ତ୍ର ଦେଖାଇ ପ୍ରଥମେ କର୍ମଚାରୀଙ୍କ ବାଇକ୍ ଅଟକାଇଥିଲେ। ଏହାପରେ ତାଙ୍କଠାରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୁତ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.