ଭୁବନେଶ୍ବର : ବାତ୍ୟା ‘ଦାନା’ ପାଇଁ କାଲିଠୁ ବିମାନଚଳାଚଳ ବନ୍ଦ । ଭୁବନେଶ୍ବରରେ ବିମାନବନ୍ଦରରେ ବିମାନ ସେବା ବନ୍ଦ ରହିବ । କାଲି ଅପରାହ୍ଣ ୫ରୁ ୨୫ ତାରିଖ ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ ରହିବ । ଏ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି ।