ଅବକାରୀ ନୀତିରେ ପରିବର୍ତ୍ତନ: ପୁରୀ ବେଳାଭୂମିରେ ମିଳିବନି ମଦ

ଭୁବନେଶ୍ୱର : ଅବକାରୀ ନୀତିରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର ।  ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍ ।  ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ମନା ।  ପୁରୀ ବେଳାଭୂମିରେ ମଦ ପାଇଁ ଲାଇସେନ୍ସ ମିଳିବନି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ କରାଯାଇଛି । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ । ଧର୍ମାନୁଷ୍ଠାନର ୫ କିମି ଭିତରେ ଖୋଲିବନି ମଦ ଦୋକାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like