ବିଶ୍ବକପ୍ ପାଇଁ ବଦଳିଲା ନିୟମ, ରାତି ୧.୩୦ ଯାଏଁ ମିଳିବ ମଦ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବାର୍‌ଗୁଡିକ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦେଶୀ ଦର୍ଶକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଗୁଡ଼ିକ ୧ ଟା ୩୦ ଯାଏଁ ଖୋଲା ରହିବ ନାହିଁ । ରାତି ୧୦ଟା ୩୦ରେ ବନ୍ଦ ହେବ ମଦ ଦୋକାନ । ଏହି ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.