ପେନସିଲ ମୁନରେ ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ଜଟଣୀର ଅଲିଶ୍ୱର ରାଓ

ଖୋର୍ଦ୍ଧା: ମନରେ ଦୃଢ ଇଛା ଶକ୍ତି ଆଉ କିଛି କରି ଦେଖେଇବାର ଯିଦ୍ ଥିଲେ ଜଣେ ସବୁକିଛି କରି ଦେଖାଇବା ସମ୍ଭବ । ଆଉ ଏମିତି ହିଁ ଏକ ଅସମ୍ଭବ କାମକୁ କରି ଦେଖାଇଛନ୍ତି ଜଟଣୀର ଅଲିଶ୍ୱର ରାଓ ନାମକ ଜଣେ ଯୁବକ ।

happy new year ଏକ ପେନସିଲ ମୁନ ଉପରେ ସେ ନୂତନ ବର୍ଷର ଅଭିନନ୍ଦନ ଜଣାଛନ୍ତି । ଏହି ସୁକ୍ଷ୍ମ କାମ ଯିଏ ଦେଖିବ ତାଙ୍କ ଆଖି ଲାଖିଯିବ ନିଶ୍ଚିନ୍ତ । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.