କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ: ରାଜ୍ୟରେ ବନ୍ଦ ରହିବ ସମସ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ

ଭୁବନେଶ୍ବର: କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ । ରାଜ୍ୟରେ ବନ୍ଦ ରହିବ ଠିପି ଖୋଲା ବିଦେଶୀ ମଦ ଦୋକାନ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତୁରନ୍ତ ବନ୍ଦ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅବକାରୀ ସଚିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ । ତେବେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ବନ୍ଦ ସମ୍ପର୍କରେ ସରକାର ନିର୍ଦ୍ଦେଶନାମା ଜାରି କରି ନାହାନ୍ତି ।

Leave A Reply

Your email address will not be published.