ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ, ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା

ଭୁବନେଶ୍ବର: ଆସନ୍ତା ୧୨ ତାରିଖରେ ସବୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି । ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା କରାଯିବ । ୟୁଜି ଓ ପିଜି ପରୀକ୍ଷା କେମିତି ହେବ ସେନେଇ କୁଳପତିମାନଙ୍କ ମତାମତ ନିଆଯିବ ।

ପରେ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ଏଥିସହ ଉଚ୍ଚ ଶିକ୍ଷା ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.